Wednesday, September 21, 2016

COMMON SERVICE CENTRE & CUSTOMER SERVICE POINT, KANAKA GRAM PANCHAYAT (ଜନସେବା ଓ ଗ୍ରାହକ ସେବାକେନ୍ଦ୍ର, କନକା ପଞ୍ଚାୟତ)

ପ୍ରୀୟ,
      ଗ୍ରାହକ ବୃନ୍ଦ !!!
                   
ଖୁସି ଖବର!!!                       ଖୁସି ଖବର!!!                ଖୁସି ଖବର!!!

                     କନକା ଓ ଡ଼ିମିରିଆ ପଞ୍ଚାୟତ ନିଵାସୀ ମାନଙ୍କ ପାଇଁ ସମସ୍ତ ପ୍ରକାର ସରକାରୀ ସେବା ଓ ସୁବିଧା ନିମନ୍ତେ ନୂତନ ଭାବରେ କନକା-ଡ଼ିମିରିଆ ଛକରେ ଜନସେବା ଓ ଗ୍ରାହକ ସେବାକେନ୍ଦ୍ର ଆରମ୍ଭ କରାଗଲା

ଗ୍ରାହକ ସେବାକେନ୍ଦ୍ର ଦ୍ୱାରା ଉପଲବ୍ଧ ସେବାମାନ 

ଖାତା ଖୋଲା ହେବା 
ଦୈନିକ 10000 ଟଙ୍କା ପର୍ଯ୍ୟନ୍ତ ଜମା 
ଦୈନିକ 10000 ଟଙ୍କା ପର୍ଯ୍ୟନ୍ତ ଉଠାଣ 
ଖାତାର ମିନି ବିବରଣୀ 
ସ୍ୱୟଂ ସହାୟକ ଗୋଷ୍ଠୀର ଖାତା ଚାଲୁ ରଖିବା 

10000 ପର୍ଯ୍ୟନ୍ତ ଧନ ସ୍ଥାନାନ୍ତରଣ 

ଜନସେବା କେନ୍ଦ୍ର ଦ୍ୱାରା ଉପଲବ୍ଧ ସେବାମାନ










No comments: